Timings ( ସମୟ )
ପ୍ରତିଦିନ ସକାଳ 6 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ
Entry Fee
Address ( ଠିକଣା )
Malipali, Po- Gaisima , Bargarh  ( State – Odisha , Country – India )
Nearest Railway Station (ନିକଟତମ ରେଳ ଷ୍ଟେସନ୍)
( BRGA ) bargarh Road ( 10 KM )
Nearest Airport ( ନିକଟତମ ବିମାନବନ୍ଦର )
Jharsuguda Airport

One of the beautiful places of Bargarh Dist situated on the bank of Jeera river. This place is blessed with nature’s picturesque view. Huge gathering occurred here during Makara Sankranti every year.

( ଛୋଟେ ବାବା ମଠ ( ମାଲିପାଲି ) ଏହି ମନ୍ଦିର ଟା ଜୀରା ନଦୀ କୂଳରେ ଅବସ୍ଥିତ ବରଗଡ଼ ଜିଲ୍ଲାର ଏକ ସୁନ୍ଦର ସ୍ଥାନ। ଏହି ସ୍ଥାନଟି ପ୍ରକୃତିର ମନୋରମ ଦୃଶ୍ୟରେ ଆଶୀର୍ବାଦପ୍ରାପ୍ତ। ପ୍ରତିବର୍ଷ ଏଠାରେ ମକର ସଂକ୍ରାନ୍ତିରେ ( ମକର ମେଳା ) ହୁଏ ସେ ସମୟରେ ବହୁତ ଲୋକ ଏଠାକୁ ଆସନ୍ତି ଯାତ୍ରା ଦେଖିବା ପାଇଁ। )